ଯଦି କଶ୍ମୀରରେ କୌଣସି ହିନ୍ଦୁଙ୍କୁ ଟାର୍ଗେଟ କରାଯାଏ, ତାହେଲେ ଲାପିଦ-ମେହବୁବା ଦାୟୀ ରହିବେ: ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି)ର ଜୁରି ହେଡ୍‌ ନଦବ ଲାପିଡଙ୍କ ବୟାନକୁ ନେଇ ଏବେ ଭାରତରେ ଝଡ଼ ସୃଷ୍ଟି ହୋଇଛି। କିଛି ନଦବଙ୍କୁ ସମର୍ଥନ କରୁଥିବା ବେଳେ କିଛି ତାଙ୍କ ବୟାନକୁ ବିରୋଧ କରୁଛନ୍ତି। ଟ୍ୱିଟ ଜରିଆରେ ନିଜର ପ୍ରତିକ୍ରିୟା ରଖୁଥିବା ଫିଲ୍ମ ନିର୍ମାତା ତଥା ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ … Continue reading ଯଦି କଶ୍ମୀରରେ କୌଣସି ହିନ୍ଦୁଙ୍କୁ ଟାର୍ଗେଟ କରାଯାଏ, ତାହେଲେ ଲାପିଦ-ମେହବୁବା ଦାୟୀ ରହିବେ: ବିବେକ ଅଗ୍ନିହୋତ୍ରୀ